ଖୋର୍ଦ୍ଧା ଜିଳ୍ଲାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଶୁଭ ଉଦଘାଟନ।

👇समाचार सुनने के लिए यहां क्लिक करें

ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନର ଭିତ୍ତିପ୍ରସ୍ଥର ଓ ଶୁଭ ଉଦଘାଟନ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି।ଖୋର୍ଦ୍ଧା ଜିଲ୍ଲା ଜଂକିଆ କାଳିବତୀ ଓ ମୁଣ୍ଡା ଆମ୍ବ ଠାରେ ବିଭିନ୍ନ ଶିଳ୍ପ ପ୍ରକଳ୍ପ ର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନଚରଣ ମାଝି।ମୂଖ୍ୟମନ୍ତ୍ରୀ ମୋହନଚରଣ ମାଝି ହେଲିକ୍ୟାପ୍ଟର ରେ ମୁଣ୍ଡାଆମ୍ବ ଠାରେ ଓହ୍ଲାଇ ଥିଲେ।ପ୍ରଥମେ ମୂଖ୍ୟମନ୍ତ୍ରୀ ମୋହନଚରଣ ମାଝି,ଶିଳ୍ପ ମନ୍ତ୍ରୀ ସଂମ୍ପଦ ସ୍ୱାଇଁ,ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ପ୍ରମୁଖ ପହଞ୍ଚି ନେସେଲେ କଂମ୍ପାନୀ ର ଭିତ୍ତିପ୍ରସ୍ଥର ସ୍ଥାପନ କରିବା ପରେ ସେଠାରୁ କାରକେଟରେ କାଳିବତୀ ମୈ।ଜାରେ ନୂତନ ଭାବରେ ହେବାକୁ ଥିବା ଏକ ଟେକ୍ସଟାଇଲ କଂମ୍ପାନୀ ର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ ଶେଷରେ ମୁଣ୍ଡାଆମ୍ବ ମୈ।ଜାରେ ବରୁଣ ବେଭରେଜ ମୃଦ୍ୟୁ ପାନୀୟ କମ୍ପାନୀ ଶୁଭ ଉଦଘାଟନ କରିଥିଲେ।ଆଗାମୀ ଦିନରେ ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାରେ ଅନେକ ଗୁଡିଏ ଶିଳ୍ପ ପ୍ରତିଷ୍ଠା ହେବ।ଏହି ଶିଳ୍ପ କାରଖାନା ପ୍ରତିଷ୍ଠା ହେଲେ ଏଥିରେ ୩୦ହଜାର ଲୋକ ନିଯୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें