ବୋଲଗଡ ରେ ନୂତନ ବିଡିଓ ଯୋଗ ଦେଲେ

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ବୋଲଗଡ ବ୍ଳକରେ ଶୁକ୍ରବାର ନୂତନ ବିଡିଓ ସୁମନ ସୁଧା କୁଣ୍ଡୁ ଯୋଗଦେଇଛନ୍ତି. ପୂର୍ବତନ ବିଡିଓ ଶରତ କୁମାର ମଲିକ ଙ୍କର ଜି ଉଦୟଗିରି ବ୍ଲକ କୁ ବଦଳି ହୋଇଛି.ନୂଆ ବିଡିଓ ଭଞ୍ଜନଗର ରୁ ବୋଲଗଡ ବଦଳି ହୋଇଛନ୍ତି. ସମସ୍ତ ଙ୍କର ସହଯୋଗରେ ବ୍ଲକର ସମସ୍ୟା ସମାଧାନ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି. ସେ ପୂର୍ବରୁ ପାତ୍ରପୁର ବ୍ଲକ ରେ ବିଡିଓ ରୂପେ କାର୍ଯ୍ୟ କରିଥିଲେ.ଏବିଡ଼ିଓ ରତିକାନ୍ତ ମିଶ୍ର ବରିଷ୍ଠ କିରାଣୀ ନରସିଂହ ମହାପାତ୍ର, କନିଷ୍ଠ କିରାଣୀ ଆଲୋକ କୁମାର ଜେନା ପ୍ରମୁଖ ସମସ୍ତ କର୍ମଚାରୀ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें