ଭାପୁର ବ୍ଲକ ଅନ୍ତର୍ଗତ ଏଲପଡା ଗ୍ରାମରେ ବାଘ ଚଳ ପ୍ରଚଳ ହୋଉଥିବା ନେଇ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ଭୟଭୀତ ହୋଇ ପଡ଼ିଥିଲେ ରବିବାର ପ୍ରାତଃ ସମୟରେ ଏଲପଡା ଗ୍ରାମର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଯାଉଥିବା ବେଳେ କିଛି ସ୍ଥାନରେ ବାଘର ପାଦ ଚିହ୍ନ ପଡିଥିବାର ଦେଖି ଭୟଭୀତ ହୋଇ ଭାପୁର ଵନପାଳ ବନମାଳୀ ରାଉତ ଘଟଣାସ୍ଥଳରେ ପହଂଚି ବିଭିନ୍ନ ସ୍ଥାନରେ ପଡି ଥିବା ପାଦ ଚିହ୍ନ ତଦନ୍ତ କରିଥିଲେ




