ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଟ୍ରେନକୁ ଆଧୁନିକ ଭାରତୀୟ ରେଳପଥର ତ୍ରିବେଣୀ କୁହାଯାଉଥିବାବେଳେ ବିହାର ହେବ ଏହାର ସଙ୍ଗମସ୍ଥଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ବିହାରକୁ ଆଉ ଏକ ନୂତନ ରେଳସେବାର କରିବେ ଶୁଭାରମ୍ଭ ।

WhatsApp us