କାଶ୍ମୀରର ପାହାଲଗାଓଁ ଠାରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କ ଆତ୍ମାର ସଦଗତି ପାଇଁ ଏକ ମହମବତୀ ଶୋଭାଯାତ୍ରା

👇समाचार सुनने के लिए यहां क्लिक करें

ବେଗୁନିଆ, ୩୦/୦୪()ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଡିଙ୍ଗର ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଗ୍ରାମ୍ୟ ପରିକ୍ରମା କରାଯାଇଥିଲା ।ଏହା ପରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ସହିତ ଶୋକସଭା କରାଯାଇ ଥିଲା ଏଥିରେ ଗ୍ରାମର ଲଳିତ ନାରାୟଣ ନାଗ ,ପତିତ ପାବନ ରଥ , ପ୍ରକାଶ ସାହୁ,ସନ୍ତୋଷ କୁମାର ସାହୁ,ସୁବାସ ବେହେରା,ସରୋଜ କୁମାର ବିଷୋୟୀ, ଶିବ ପ୍ରସାଦ ଦାସ,ବିଶ୍ଵନାଥ ପାତ୍ର ଆଦି ସମସ୍ତ ବୁଦ୍ଧିଜୀବୀ ଯୋଗଦେଇ ଦେଇ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें