ଯୁବକ ଙ୍କୁ ନିଳମାଧବସ୍ ଧକ୍କା ଘଟଣା ସ୍ଥଳରେ ମୃତ।

👇समाचार सुनने के लिए यहां क्लिक करें

ନୟାଗଡ଼

୧୧/୦୫( ସିଧା ସମ୍ବାଦ)ଅନୁସାରେ ନୟାଗଡ଼ ଜିଲ୍ଲାଇଟାମାଟି ଥାନା ଅଞ୍ଚଳ ବୁଢ଼ା ସଙ୍ଖ ନିକଟରେ ଥିବା ଚା ଦୋକାନ ନିକଟରେ ନୟାଗଡ଼ ଆଡୁ ଆସୁଥିବା ବାଇକ୍ ସହିତ ଭୂବନେଶ୍ବର ଆସୁଥିବା ବସଟି ଧକ୍କା ଦେଇଛି ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହି ମୃତ ବାଇକ୍ ଆରୋହି ଜଣକ ବୋଲଗଡ଼ ଥାନା ଅଞ୍ଚଳମାଣିକଗଡା ରୁପ ସ୍ବାଇଁ ଙ୍କ ପୁତ୍ର କାହ୍ନା ବୟସ ୨୫ସଙ୍ଗେ ସଙ୍ଗେ ଇଟାମାଟି ପୋଲିସ ନୟାଗଡ଼ ହସିପାତାଳ କୁ ପଠାଇଥିବା ଜଣାପଡିଛି।ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି।ଏପଟେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହେବାର ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें