ପାନ ଦୋକାନରେ ଲାଗିଲା ନିଆଁ। କାରଣ ଅସ୍ପଷ୍ଟ।

👇समाचार सुनने के लिए यहां क्लिक करें

ପାନ ଦୋକାନରେ ଲାଗିଲା ନିଆଁ। କାରଣ ଅସ୍ପଷ୍ଟ।
ନୀଳଗିରି – ୨୨/୫(ସିଧାସମ୍ବାଦ);
ନୀଳଗିରି ଏନଏସି ଅନ୍ତର୍ଗତ ଗୋଡିପୋଖରୀ ନିକଟରେଥିବା କାର୍ତ୍ତିକ ସ୍ବାଇଁଙ୍କ ପାନଦୋକାନରେ ଆପଣାଛାଏଁ ନିଆଁଲାଗି ହଠାତ ଛପର ଜଳିବାକୁ ଆରମ୍ଭ କରିଥିଲା।ତୁରନ୍ତ ଜୀବନବଞ୍ଚାଇ କାର୍ତ୍ତିକ ଦୋକାନରୁ ବାହାରକୁ ଦୌଡିବା ସହ ଦୋକାନରୁ ସାମଗ୍ରୀ ଗୁଡିକ ବାହାରକୁ ବାହାର କରିଥିଲେ। ସ୍ଥାନୀୟ ଲୋକେ ନୀଳଗିରି ଅଗ୍ନିଶମ ବିଭାଗକୁ ଅବଗତ କରିଥିଲେ।ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାବେଳକୁ ଦୋକାନର କିଛି ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା

Sidha Sambad
Author: Sidha Sambad

Leave a Comment

और पढ़ें