ଭୁବନେଶ୍ୱର ୦୯।୦୬(ସିଧାସମ୍ବାଦ) ମଙ୍ଗଳବାର ଶଙ୍ଖ ଭବନରେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ ବସିବ I ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ କରିବେ ଅଧ୍ୟକ୍ଷତା । ଖାସ କରି ବିଜେପିର ଏକ ବର୍ଷ ବିଫଳତାର ବର୍ଷ । ତେଣୁ ସେନେଇ ଆଲୋଚନା ହେବ । ସରକାର କହୁଛନ୍ତି ଦୁର୍ନୀତି ହେଉନି । ସେପଟେ ଜଣେ ଆଇଏଏସ୍ ଅଫିସରଙ୍କ ଘରୁ ୪୭ ଲକ୍ଷ ଟଙ୍କା ବାହାରୁଛି । ଦୁର୍ନୀତିର ଉତ୍ସ ହେଉଛି ସଚିବାଳୟ । ନହେଲେ ଏତେ ଟଙ୍କା କୁଆଡୁ ଆସିବ । ତାହା ପୁଣି ଜଣେ ଯୁବ ଅଫିସରଙ୍କ ଘରୁ । ସରକାର ଯାହା ତଥ୍ୟ ଦେବେ ଦିଅନ୍ତି ।




