ଆସନ୍ତାକାଲି କେଉଁଝର ଗସ୍ତ କରିବେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

👇समाचार सुनने के लिए यहां क्लिक करें

ଭୁବନେଶ୍ୱର (ସିଧାସମ୍ବାଦ) ଆସନ୍ତାକାଲି ତା ୧୨/୦୯/୨୦୨୫ରିଖ ଦିନ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏକ ଦିନ ପାଇଁ କେଉଁଝର ଜିଲ୍ଲା ଗସ୍ତ କରିବେ।

Sidha Sambad
Author: Sidha Sambad

Leave a Comment

और पढ़ें