ଓଡ଼ିଶାର ଯାତ୍ରା ଜଗତରୁ ଆସୁଛି ଏକ ବଡ଼ ଖବର। ଦୀର୍ଘ ଦିନର ପ୍ରତୀକ୍ଷା ପରେ ପୁଣିଥରେ ରଙ୍ଗମଞ୍ଚକୁ ଫେରୁଛନ୍ତି ଲୋକପ୍ରିୟ ଅଭିନେତା ପୀୟୂଷ ,ଯାତ୍ରା ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ଅଦାଲତର ନୋଟିସ ଘଟଣାରେ ଉତ୍ତର ରଖିଲେ ପିୟୁଷ । ନୋଟିସ ନପାଇଥିବାରୁ ଯାତ୍ରା କରିବେ କହିଲେ ପୀୟୁଷ । ସେ କହିଛନ୍ତି, ଏ ପର୍ଯ୍ୟନ୍ତ ଅଦାଲତର ନୋଟିସ ପାଇନାହିଁ । ତେଣୁ ଯାତ୍ରା କରିବି । ନୋଟିସ ପାଇଲା ପରେ ଓକିଲଙ୍କ ସହ ପରାମର୍ଶ ନେବି ।
ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପ ମାମଲାରେ ପୀୟୁଷଙ୍କୁ ଯାତ୍ରା ମଞ୍ଚ ବାରଣ କରିଥିଲା ଅଦାଲତ ।



