ସଂସଦରେ ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ ହୋଇଛି। ଏହା ଆସନ୍ତା ବଜେଟ୍‍ର ମୂଳ ଭିତ୍ତିଭୂମିକୁ ଆଭାସ ଦେଇଛି। ଟିକସ ବ୍ୟବସ୍ଥାରେ ସରଳୀକରଣ ସହ ଅର୍ଥନୀତିକ ରୂପାନ୍ତରଣକୁ ଏଥିରେ ଧ୍ୟାନ ଦିଆଯିବ। ଏକ ଦେଶ କେବଳ ଅଧିକ ଖର୍ଚ୍ଚ କରି ବିକାଶ ହାସଲ କରିପାରିବ ନାହିଁ ବରଂ ଏଥିପାଇଁ ଉତ୍ପାଦନ ଆବଶ୍ୟକ। ଆଉ ଉତ୍ପାଦନ ଭିତ୍ତିକ ଭିତ୍ତିଭୂମି ବିକାଶ ପାଇଁ ନିବେଶ କରିବା ପ୍ରତି ପରିବାରର ରୋଜଗାର ବୃଦ୍ଧି ଏବଂ ସେମାନଙ୍କ ସଂଚୟର ସୁରକ୍ଷା ବୃଦ୍ଧିକୁ ଏଥିରେ ଗୁରୁତ୍ୱ ଦିଆଯାଇଛି।

👇समाचार सुनने के लिए यहां क्लिक करें

Sidha Sambad
Author: Sidha Sambad

Leave a Comment

और पढ़ें