ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (BPIA) ବିକ୍ରି ହେବା କିମ୍ବା ଏହାର ଲାଭ ଅନ୍ୟ ରାଜ୍ୟର ବିମାନବନ୍ଦର ପାଇଁ ଖର୍ଚ୍ଚ ହେବା ସମ୍ପର୍କରେ ସୋସିଆଲ ମିଡିଆ ବା ବିଭିନ୍ନ ମାଧ୍ୟମରେ ପ୍ରଚାର ହେଉଥିବା ଖବର ସମ୍ପୂର୍ଣ୍ଣ ସତ୍ୟ ନୁହେଁଭୁ,ବନେଶ୍ବର ବିମାନବନ୍ଦର ବିକ୍ରି ହେବ, ଲାଭାଂଶରେ କର୍ଣ୍ଣାଟକର ହୁବୁଳି ବିମାନବନ୍ଦରର କ୍ଷତିଭରଣା ସହ ଏହାର ଉନ୍ନତୀକରଣ କରାଯିବ।



