ପାଣିପାଗ ସତର୍କତା: କାଳବୈଶାଖୀ ନେଇ ପୂର୍ବାନୁମାନ, ଜାଣନ୍ତୁ କେଉଁଠି ହେବ ବର୍ଷା? I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର ୧୫।୦୩ ସିଧା ସମ୍ବାଦ, ରାଜ୍ୟରେ କାଳବୈଶାଖୀର ପ୍ରଭାବ ବଢ଼ିବାରେ ଲାଗିଛି। ୧୬ ତାରିଖରେ ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହରୁ କିଛିଟା ମୁକ୍ତି ମିଳିପାରେ।

Sidha Sambad
Author: Sidha Sambad

Leave a Comment

और पढ़ें