ଓଡ଼ିଶା ଦିବସ ଠାରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପାଳନ ହେବ ଓଡ଼ିଆ ପକ୍ଷ ଦୀର୍ଘ ୧୪ ଦିନଧରି ସରକାରଙ୍କ ପକ୍ଷରୁ ବ୍ଲକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ କରାଯିବ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ
ବେଆଇନ ପଥର ବ୍ଲାଷ୍ଟିଂ ରେ ୮ ଫୁଟ ଅଜଗର ର ମୃତ୍ୟୁ ! ହାତିଖୁଲିଆ ଫରେଷ୍ଟ ବିଟ ବଉଳଗଡ଼ିଆ ସୀମାନ୍ତ ଅଞ୍ଚଳରେ ମୃତ ଶରୀର ଠାବ |