ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ |

👇समाचार सुनने के लिए यहां क्लिक करें

ନୀଳଗିରି,୧୮/୪(ସିଧାସମ୍ବାଦ ):
ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଭାଙ୍ଗି ରାସ୍ତା କଡ଼କୁ ପାଲଟିଲା ମାଲ ବୋଝେଇ ପିକଅପ ଭ୍ୟାନ।ଏଭଳି ଘଟଣା ନୀଳଗିରି -ମିତ୍ରପୁର ରାସ୍ତା ଗୋପୀନାଥପୁର ନିକଟରେ ଘଟିଛି।ପ୍ରାପ୍ତ ସୂଚନା ରୁ ଜଣା ପଡିଛି ଓଡ଼ି୦୧ବିଏ-୧୪୦୯ ନମ୍ବର ବିଶିଷ୍ଟ ପିକଅପ ଭ୍ୟାନ ପ୍ଲାଷ୍ଟିକ ସାମଗ୍ରୀ ବୋଝେଇ କରି ମଧ୍ୟରାତ୍ରରେ ମିତ୍ରପୁର ଆଡକୁ ଯାଉଥିଲା।ହଠାତ ଭାରସାମ୍ୟ ହରାଇ ଭ୍ୟାନଟି ଡାହାଣ ପଟକୁ ଯାଇ ଏକ ବିଦ୍ୟୁତ ଲାଇଟ ଖୁଣ୍ଟକୁ ବାଡେଇ ପାଲଟି ଯାଇଥିଲା।ଡ୍ରାଇଭର ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ନୀଳଗିରି ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें