ସେମିକଣ୍ଡକ୍ଟର କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଉ ପାଦେ ଆଗେଇଲା ଓଡିଶା ଭୁବନେଶ୍ୱରର ଇନ୍ଫୋଭ୍ୟାଲି ଠାରେ ସିକ୍ସେମ୍ (SiCSem) ପ୍ରାଇଭେଟ୍ ଲିମିଟେଡର ଭୂମି ପୂଜନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୨୦୦୦ କୋଟି ନିବେଶରେ ସେମିକଣ୍ଡକ୍ଟର ମ୍ୟାନୁଫାକ୍ଚରିଂ ୟୁନିଟର ଭିତ୍ତିପ୍ରସ୍ତର ସ୍ଥାପନ, ୧୦୦୦ ନିଯୁକ୍ତି ସିକ୍ସେମ୍ କମ୍ପାନୀ ପକ୍ଷରୁ ଆଇ.ଆଇ.ଟି ଭୁବନେଶ୍ୱରରେ ୬୪ କୋଟି ଟଙ୍କା ବିନିଯୋଗରେ ଏକ ‘ରିସର୍ଚ୍ଚ ଓ ଇନୋଭେସନ୍ ସେଣ୍ଟର’ ସ୍ଥାପିତ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ଏମ୍.ପି ଲ୍ୟାଡ ଫଣ୍ଡରୁ ଭୁବନେଶ୍ୱର ଆଇ.ଆଇ.ଟି ରେ ଏକ ‘ନମୋ ସେମିକଣ୍ଡକ୍ଟର ଲାବୋରେଟୋରୀ’ ସ୍ଥାପନ ପାଇଁ ୫ କୋଟି ଟଙ୍କା ଅନୁମୋଦନ କଲେ ଆଇ.ଆଇ.ଟି ଭୁବନେଶ୍ୱରରେ ‘ପାୱାର ଇଲୋକ୍ଟ୍ରୋନିକ୍ସ ହବ୍’ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ଘୋଷଣା ପୂର୍ବୋଦୟର ଗେଟ-ୱେ ଭାବେ ଓଡିଶା ବିକଶିତ ହେଉଛି-କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବେଙ୍ଗାଲୁରୁ ପରେ, ଓଡ଼ିଶା ଭାରତର ନୂତନ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ରାଜଧାନୀ ଭାବେ ଉଭା ହେଉଛି -ମୁଖ୍ୟମନ୍ତ୍ରୀ
ବେଆଇନ୍ ଜବରଦଖଲ କରି ନିଜକୁ ମାଲିକ କହୁଛନ୍ତି ବେଆଇନ ଜବରଦଖଲକି ଓଲଟା ଭିକ୍ଟିମ୍ କାର୍ଡ ଖେଳୁଛନ୍ତି ପ୍ଲଟର ପକୃତ ମାଲିକାନା ଞ୍ଜାନରଞ୍ଜନ ନାୟକ ୧୦ ଲକ୍ଷ କ୍ଷତିପୁରଣ ନେଇ ଓଲଟା ବ୍ଲାକ୍ ମେଲିଂ