ଗ୍ୟାସ ମିଳୁନି, ହୋଟେଲ ଖୋଲୁନି; ମୟୂରଭଞ୍ଜରୁ ପୁରୀ ଯାଏଁ ହାହାକାର।

👇समाचार सुनने के लिए यहां क्लिक करें

ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ୟାସ ସଙ୍କଟ ଏବେ ଉତ୍କଟ ରୂପ ଧାରଣ କରିଛି। ୨୦ ଟଙ୍କାର ଜଳଖିଆ ପ୍ଲେଟ ଏବେ ୨୫ ଟଙ୍କା ଏବଂ ୫ ଟଙ୍କାର ଚା’ ଏବେ ୭ ଟଙ୍କାରେ ବିକ୍ରି ହେଉଛି। ଉଦଳାରେ ଅନେକ ହୋଟେଲ ବନ୍ଦ ହୋଇଯାଇଥିବା ବେଳେ ପୁରୀର ବଡ଼ ବଡ଼ ରେଷ୍ଟୁରାଣ୍ଟ ମଧ୍ୟ ଏହି ସଙ୍କଟରୁ ବର୍ତ୍ତି ପାରିନାହାନ୍ତି। ୧୦୦୦ ଟଙ୍କାର ଗ୍ୟାସ ଏବେ ୨୦୦୦ ଟଙ୍କାରେ ମିଳୁଥିବା ଦୋକାନୀମାନେ ଅଭିଯୋଗ କରିଛନ୍ତି।

  •  ଜଳଖିଆ ପ୍ଲେଟ୍‌ରେ ୫ ଟଙ୍କା ଏବଂ ଚା’ କପ୍‌ରେ ୨ ଟଙ୍କା ବୃଦ୍ଧି।

  •  ମୟୂରଭଞ୍ଜ ଉଦଳାରେ ଗ୍ୟାସ ଅଭାବରୁ ଅନେକ ହୋଟେଲ ବନ୍ଦ।

  •  ପୁରୀର ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଗଭୀର ପ୍ରଭାବ।

  • ୧୦୦୦ ଟଙ୍କାର ଗ୍ୟାସ ୨୦୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ।

Sidha Sambad
Author: Sidha Sambad

Leave a Comment

और पढ़ें