ବୋଲଗଡ ରତ୍ନ ଙ୍କ ସ୍ମୃତିଚାରଣ

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ବୋଲଗଡ ରତ୍ନ ସ୍ବର୍ଗତ କୃଷ୍ଣ ମୋହନ ପାଲଟାସିଂ ଙ୍କ ସ୍ମୃତି ଚାରଣ ସଭା ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଛି ଐତିହାସିକ ରବୀନ୍ଦ୍ର ପରିଡାଙ୍କ ସଭାପତିତ୍ୱରେ ବିଭିନ୍ନ ଦଳର ନେତୃମଣ୍ଡଳୀ ଯୋଗଦେଇଥିଲେ. ବିଧାୟକ ପ୍ରଦୀପ ସାହୁ ଯୋଗଦେଇ ସ୍ବର୍ଗତ ପାଲଟାସିଂ ଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ. ବିଜେଡି ର ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କଂଗ୍ରେସ ନେତା ପୃଥିବଲ୍ଲଭ ପଟ୍ଟନାୟକ ବିଜେପିନେତା ପ୍ରକାଶ ରଣବିଜୁଳି, ଶିକ୍ଷକ ନେତା ସୁମନ୍ତ ଛୋଟରାୟ ଶିକ୍ଷାବିତ ଗୋପୀନାଥ ଖାଡ଼ଙ୍ଗା ହରିବନ୍ଧୁ ସାହୁ ଦିବାକର ପରମଗୁରୁ ପ୍ରଫୁଲ ମହାପାତ୍ର ରଘୁନାଥ ଷଢଙ୍ଗୀ, କାଳିଚରଣ ଜୟସିଂ ପ୍ରଫୁଲ୍ଲ ମହାନ୍ତି ବିଜୟ ସାମନ୍ତସିଂହାର ଗୌରୀ ଦେବୀ ଆରିଫୁଦ୍ଦିନ ଖାନ ବୀରଦାସ କମ୍ୟୁନିଷ୍ଟ ନେତା ଅମୀୟ ପଟ୍ଟନାୟକ ବିଡିଓ ଶରତ କୁମାର ମଲିକ ପୂର୍ବତନ ଜିଲ୍ଲାପାଳ ଦେବରାଜ ସେନାପତି ପ୍ରାକ୍ତନ ଅଧ୍ୟାପକ ସୁନୀଲ ରଥ ସମାଜସେବୀ ଲଲାଟ କେଶରୀ ସିଂ ପ୍ରମୁଖ ଶହ ଶହ ଜନସାଧାରଣ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ. ଜ୍ୟେଷ୍ଠ ପୁତ୍ର ବ୍ରଜେନ୍ଦ୍ର ପାଲଟାସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ କନିଷ୍ଠ ପୁତ୍ର ରାଜେନ୍ଦ୍ର ପାଲଟାସିଂ ଧନ୍ୟବାଦ ଅର୍ପଣ କରିଥିଲେ କବି ଶ୍ରୀକାନ୍ତ ନାୟକ ଓ ଅଖିଳେଶ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ. ବୁଲୁସାହୁ ଗଦାଧର ଚମ୍ପତ୍ତି ଗୁରୁକୃଷ୍ଣ ଦୁଖାନନ୍ଦ ସାମନ୍ତରାୟ ଧୀରେସ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ. ମନୋଜ ପଣ୍ଡା ଓ ଅବିନାଶ ସୁବୁଦ୍ଧି ଭଜନ ପରିବେଷଣ କରିଥିଲ

Sidha Sambad
Author: Sidha Sambad

Leave a Comment

और पढ़ें