ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ପାର୍ଟି ମୁଖପତ୍ର ତଥା ପୁର୍ଵତନ ସମ୍ପାଦକ, ଛାତ୍ର ଜୀବନରେ ଏଆଇଏସ୍ଏଫ୍ ର ଟାଣୁଆ ନେତା,ଏଆଇଟିୟୁସିର ପୁର୍ବତନ ରାଜ୍ଯ ଉପସଭାପତି, ମାର୍କସଵାଦୀ ଦର୍ଶନର ଜ୍ଞାନୀ, ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଜଣେ ସଚ୍ଚା କମ୍ୟୁନିଷ୍ଟ, ସମସ୍ତ ଙ୍କ ହୃଦୟ ରେ ଥିବା ପ୍ରିୟ ନେତା କମ୍ରେଡ୍ ଦିବାକଙ୍କର ଗତକାଲି ରାତ୍ର ୧୧ଟା ୩୦ରେ ରାଜ୍ଯ କାର୍ଯ୍ୟାଳୟ ଭଗବତୀ ଭଵନଠାରେ ଅକାଳ ବିୟୋଗ ଘଟିଛି। କମ୍ରେଡ୍ ଦିବାକର ନାୟକଙ୍କ ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳି ଜାଇଚି ା ସ୍ବରଗତ ଦିବାଙ୍କରଙ୍କ ନିଧନରେ ରାଜ୍ୟର ବହୁ ତୁଙ୍ଗ ନେତାମାନେ ଗଭିର ଶୋକ ପ୍ରଦାନ କରିବା ସହ ତାଙ୍କ ପାର୍ଥିବ ଶରିର ନିକଟରେ ପହଁଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଞ୍ୟାପନ କରିଥିଲେ ା



