ରାଜ୍ୟ କ୍ୟାବିନେଟ୍ ବୈଠକ, ଅନେକ ପ୍ରସ୍ତାବ ଉପରେ ବାଜିପାରେ ମୋହର

👇समाचार सुनने के लिए यहां क्लिक करें

ବସିବ ରାଜ୍ୟ କ୍ୟାବିନେଟ୍‌ର ବୈଠକ । ମୁଖ୍ୟମନ୍ତ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟା ୫ଟାରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର ।

ବୁଧବାର ସଂଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ରାଜ୍ୟ କ୍ୟାବିନେଟ୍‌ । ଯେଉଁଥିରେ ବିଭିନ୍ନ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସଂପର୍କରେ ଆଲୋଚନା ହୋଇପାରେ । ଏହାସହିତ ଅନେକ ପ୍ରସ୍ତାବ ଉପରେ ବାଜିପାରେ ମୋହର ।

Sidha Sambad
Author: Sidha Sambad

Leave a Comment

और पढ़ें