ପାରାଦୀପରେ ବନ୍ଦରରେ ଦୁଇଟି ତୈଳ ଜାହାଜ

👇समाचार सुनने के लिए यहां क्लिक करें

ପାରାଦୀପ ୧୪।୦୫(ସିଧା ସମ୍ବାଦ) : ପାରାଦୀପରେ ବନ୍ଦରରେ ଦୁଇଟି ତୈଳ ଜାହାଜ । ଅଛନ୍ତି ୨୫ ଜଣ କ୍ରିଉ ମେମ୍ବର । ୨୫ ଜଣ କ୍ରିଉ ମେମ୍ବରଙ୍କ ମଧ୍ୟରୁ ~୨୧ ଜଣ~ ପାକିସ୍ତାନୀ ଥିବା ଜଣାପଡିଛି । ଯାହାପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଦକ୍ଷିଣ କୋରିଆରୁ ଅଶୌଧିତ ତୈଳ ନେଇ ଆସିଥିବା ଦୁଇଟି ଜାହାଜା ପାରାଦୀପ ବନ୍ଦରରେ ଲାଗିଥିବା ସୂଚନା । ଯେଉଁଥିରେ ୨୫ରୁ ଅଧିକ କ୍ରିଉ ମେମ୍ବର ଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୨୧ ଜଣ ପାକିସ୍ତାନୀ କ୍ରିଉ ମେମ୍ବର ଥିବାର ସୂଚନା ମିଳିଛି । ଯାହାପରେ ପୁରା ଆଲର୍ଟରେ ବନ୍ଦର କର୍ତ୍ତୃପକ୍ଷ । ଯେପର୍ଯ୍ୟନ୍ତ ଜାହାଜରୁ ତୈଳ ଖାଲି ନକରାଯାଇଛି । ସେପର୍ଯ୍ୟନ୍ତି ବନ୍ଦରରେ କଷ୍ଟମ ବିଭାଗର ଟିମ୍‌, ସିଆଇଏସ୍‌ଫ ସଦସ୍ୟ, ମେରାଇନ୍‌ ପୋଲିସ ଆଦି ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।

Sidha Sambad
Author: Sidha Sambad

Leave a Comment

और पढ़ें