ପୁଣି ରାଜ୍ୟ ବିଜେପି ମଙ୍ଗୁଆଳ ମନମୋହନ ସାରା ରାଜ୍ୟରୁ ଶୁଭେଛା ଓ ଅଭିନନ୍ଦନ I

👇समाचार सुनने के लिए यहां क्लिक करें

ଲଗାତାର ତୃତୀୟ ବାର ସହ ମୋଟଉପରେ ତୃତୀୟଥର ଭାବେ ରାଜ୍ୟ ବିଜେପିର ସଭାପତି ଭାବୋ ର୍ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ପବିଜେପିର ଭେଟେରାନ୍ ଲିଡର ମନମୋହନ ସାମମଲ ା ଗତକାଲି ମନମୋହନ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିର ସଭାପତି ଭାବେ ନାମାଙ୍କନ ସେ କରିଥିବା ବେଳେ ଆଜି ନିର୍ଦ୍ବନ୍ଦରେ ସେ ରାଜ୍ୟ ବିଜେପିର ମଙ୍ଗୁଆଳ ଭାବେ ମୁକୁଟ ପିନ୍ଧିଚନ୍ତି ଦୀର୍ଘ 40 ବର୍ଷ ତଳେ ABVP. ରୁ ଛାତ୍ର ରାଜନୀତିକୁ ଆସିଥିବା ମନମୋହନ ବିଧାୟହେବା ସହ ରାଜ୍ୟରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବା ସହ 2ଥର ଦଳର ସଭାପତି ଭାବେ ଶୃଙ୍ଖଳାର ସହ ଦଳୀୟସଙ୍ଗଠନକୁ ପରିଚାଳନା କରିଚନ୍ତି ା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତ ସାଧାରଣ ନିର୍ବାଚନରେ ବିଜେ ଡି ଓ ବିଜେପି ମେଣ୍ଟ ଚର୍ଚ୍ଚାରେ ବିରାମ ଲଗାଇ ତାଙ୍କ ନେତୃତ୍ବରେ ବିଜେପି ପ୍ରଥମ ଥର ଏକକ ସଙ୍ଖ୍ୟା ଗରିଷ୍ଠତା ଆଣି ଶାସନ ଗାଦିକୁ ଆସି ଓଡିଶାରେ ଉତିହାସ ଲେଖିଚି ା ଯେଉଁଥି ପାଇଁ କେନ୍ଦ୍ର ନେତୃତ୍ବ ପୁଣି ମନମୋହନଙ୍କ ମୁଣ୍ଡରେ ସୁନା କଳସ ରଖିଥିବା ସାଧାରଣରେ ଚର୍ଚ୍ଚା ହେଉଚି ା ଆଗକୁ ପୌର ନିର୍ବାଚନ ଓ ପଂଚାୟତ ନିର୍ବାଚନରେ ମନମୋହନ ଓ ମୋହନ majhi ପୁଣି ମ୍ୟାଜିକ ଦେଖାଇବେ ବୋଲି କର୍ମି ଆଶା କରିବା ସହ ତାଙ୍କ ଆଜି ରାଜ୍ୟ କାର୍ଷ୍ୟାଳୟରେ ଭବ୍ୟ ସ୍ବାଗତ କରିବା ସହ ଶୁଭେଛା ଜଣାଇଚନ୍ତି ା

Sidha Sambad
Author: Sidha Sambad

Leave a Comment

और पढ़ें