ଆଜି ଓକିଲଙ୍କ ରାଜ୍ୟବ୍ୟାପୀ କଲମ ଛାଡ଼ ଆନ୍ଦୋଳନ

👇समाचार सुनने के लिए यहां क्लिक करें

ଆଜି ଓକିଲଙ୍କ ରାଜ୍ୟବ୍ୟାପୀ କଲମ ଛାଡ଼ ଆନ୍ଦୋଳନ।ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣାକୁ ରାଜ୍ୟ ବାର୍ କାଉନସିଲ୍‌ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଏହା ସହ ଘଟଣାର ପ୍ରତିବାଦରେ ୮ତାରିଖ( ବୁଧବାର) ରାଜ୍ୟ ବ୍ୟାପୀ ଓକିଲଙ୍କ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆ ଯାଇଛି । ଏହା ସହିତ ପୀତ ବାସଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें