ଆସନ୍ତା କାଲି ବଙ୍ଗୋପସାଗରରେ ସୃଷ୍ଟି ହେବ “ମୋନ୍ଥା”

👇समाचार सुनने के लिए यहां क्लिक करें

Satellite view. Hurricane Florence over the Atlantics close to the US coast . Elements of this image furnished by NASA.

ନାମକ ବାତ୍ୟା।ଆଜିଠାରୁ ତିନିଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା। ଓଡିଶାରେ ୮୦ କିମି ପବନ,୨ ଦିନ ପ୍ରବଳ ବର୍ଷା ହେବ।

ଆସୁଥିବା ବାତ୍ୟା ପାଇଁ ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें