ବେଆଇନ୍ ଜବରଦଖଲ କରି ନିଜକୁ ମାଲିକ କହୁଛନ୍ତି ବେଆଇନ ଜବରଦଖଲକି ଓଲଟା ଭିକ୍ଟିମ୍ କାର୍ଡ ଖେଳୁଛନ୍ତି ପ୍ଲଟର ପକୃତ ମାଲିକାନା ଞ୍ଜାନରଞ୍ଜନ ନାୟକ ୧୦ ଲକ୍ଷ କ୍ଷତିପୁରଣ ନେଇ ଓଲଟା ବ୍ଲାକ୍ ମେଲିଂ

👇समाचार सुनने के लिए यहां क्लिक करें

ପୁଣି ଚର୍ଚ୍ଚାରେ ରାଜଧାନୀର ହଳଦିପଡିଆ ା ଆଗରୁ ରାଜଧାନୀର ଡ୍ରଗ୍ସ ଆଡ୍ଡା କୁହାଜାଉଥିବା ହଳଦୀପଡିଆ ଏବେ ଅପରାଧ ଓ ଅପରାଧୀଙ୍କ ଆଡ୍ଡା ପାଲଟିଚି ା ଗତକାଲି ରତ୍ପି ଘରେ କେହି ନଥିବା ବେଳେ ଜଣେ ମହିଳାଙ୍କ ଘରେପଶି ଦୃର୍ବୁତ୍ତ ଘଟାଇଚନ୍ତି ଉନ୍ମୁକ୍ତ କାଣ୍ଡା ା ଘରର ସମସ୍ତ ଆସବା ପତ୍ରକୁ ଭାଙ୍ଗି କରିଛନ୍ତି ଛାରକାର ା ଏହା ସହ କିଛିଦିନ ପୁର୍ବରୁ ସେହି ପରିବାରର ଜଣେ ବୃଦ୍ଦ୍ଧ ମହିଶୟଳାଙ୍କୁ ମାଡମାରି ହାତଲଭାଙ୍ଗିବା ସହ ତାଙ୍କ ପୁଅ, ବୋହୁକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ 4ରୁ5ଜଣ ଯୁବକ ା ଏ ନେଇ ଆଜି ମହିଳା ଜଣକ ଲଖ୍ମୀସାଗର ଥାନାରେ ଏତାଲା ପରେ 4 ଜଣଙ୍କୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଚି ୀ ତେବେ ରାଜଧାନୀରେ ଏଭଳି ଅସାମାଜିକ ତତ୍ବଙ୍କ କାୟା ବୃଦ୍ଧିକୁ ନେଇ ଜନସାଧାରଣ ଭୟଭିତରେ ଅଛନ୍ତ୍ା

Sidha Sambad
Author: Sidha Sambad

Leave a Comment

और पढ़ें