ପୁଣି ଚର୍ଚ୍ଚାରେ ରାଜଧାନୀର ହଳଦିପଡିଆ ା ଆଗରୁ ରାଜଧାନୀର ଡ୍ରଗ୍ସ ଆଡ୍ଡା କୁହାଜାଉଥିବା ହଳଦୀପଡିଆ ଏବେ ଅପରାଧ ଓ ଅପରାଧୀଙ୍କ ଆଡ୍ଡା ପାଲଟିଚି ା ଗତକାଲି ରତ୍ପି ଘରେ କେହି ନଥିବା ବେଳେ ଜଣେ ମହିଳାଙ୍କ ଘରେପଶି ଦୃର୍ବୁତ୍ତ ଘଟାଇଚନ୍ତି ଉନ୍ମୁକ୍ତ କାଣ୍ଡା ା ଘରର ସମସ୍ତ ଆସବା ପତ୍ରକୁ ଭାଙ୍ଗି କରିଛନ୍ତି ଛାରକାର ା ଏହା ସହ କିଛିଦିନ ପୁର୍ବରୁ ସେହି ପରିବାରର ଜଣେ ବୃଦ୍ଦ୍ଧ ମହିଶୟଳାଙ୍କୁ ମାଡମାରି ହାତଲଭାଙ୍ଗିବା ସହ ତାଙ୍କ ପୁଅ, ବୋହୁକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ 4ରୁ5ଜଣ ଯୁବକ ା ଏ ନେଇ ଆଜି ମହିଳା ଜଣକ ଲଖ୍ମୀସାଗର ଥାନାରେ ଏତାଲା ପରେ 4 ଜଣଙ୍କୁ ପୁଲିସ ଗିରଫ କରି ତଦନ୍ତ ଆରମ୍ଭ କରିଚି ୀ ତେବେ ରାଜଧାନୀରେ ଏଭଳି ଅସାମାଜିକ ତତ୍ବଙ୍କ କାୟା ବୃଦ୍ଧିକୁ ନେଇ ଜନସାଧାରଣ ଭୟଭିତରେ ଅଛନ୍ତ୍ା
ବେଆଇନ୍ ଜବରଦଖଲ କରି ନିଜକୁ ମାଲିକ କହୁଛନ୍ତି ବେଆଇନ ଜବରଦଖଲକି ଓଲଟା ଭିକ୍ଟିମ୍ କାର୍ଡ ଖେଳୁଛନ୍ତି ପ୍ଲଟର ପକୃତ ମାଲିକାନା ଞ୍ଜାନରଞ୍ଜନ ନାୟକ ୧୦ ଲକ୍ଷ କ୍ଷତିପୁରଣ ନେଇ ଓଲଟା ବ୍ଲାକ୍ ମେଲିଂ
👇समाचार सुनने के लिए यहां क्लिक करें
और पढ़ें
- विज्ञापन