ଭୁବନେଶ୍ବର .(ସିଧାସମ୍ବାଦ’) ୧୨/୦୧
ଆଜି ହେଉଛି ପବିତ୍ର ଜାତୀୟ ଯୁବ ଦିବସ (ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ)। ଏହା ସହିତ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହି ଦୁଇଟି ମହାନ ଅବସରକୁ ସ୍ମରଣୀୟ କରିବା ପାଇଁ ଏହି ସମୂହ ଗାନର ଆୟୋଜନ ହୋଇଛି।କାହିଁକି ଆଜି ଗାନ କରାଯାଉଛି? ଆଜି ହେଉଛି ପବିତ୍ର ଜାତୀୟ ଯୁବ ଦିବସ (ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ)। ଏହା ସହିତ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ମଧ୍ୟ ପାଳନ କରାଯାଉଛି। ଏହି ଦୁଇଟି ମହାନ ଅବସରକୁ ସ୍ମରଣୀୟ କରିବା ପାଇଁ ଏହି ସମୂହ ଗାନର ଆୟୋଜନ ହୋଇଛି।



