ଏଣିକି ଆଉ ୧୮୦୦ ଟଙ୍କା ନୁହେଁ, ଗ୍ରାମରକ୍ଷୀମାନେ ପାଇବେ ମାସିକ ୨୫୦୦ ଟଙ୍କା। ବହୁଦିନ ଧରି ଭତ୍ତା ବୃଦ୍ଧି ପାଇଁ ଦାବି ହୋଇ ଆସୁଥିଲା।
ତେବେ ଭତ୍ତା ବୃଦ୍ଧି ସହ ଏକ ସର୍ତ୍ତ ମଧ୍ୟ ରଖାଯାଇଛି। ନୂଆ ନିୟମ ଅନୁଯାୟୀ, ପ୍ରତ୍ୟେକ ଗ୍ରାମରକ୍ଷୀଙ୍କୁ ଏଣିକି ନିୟମିତ ଭାବେ ସାପ୍ତାହିକ ଉପସ୍ଥାନ ବା Weekly Attendance ଦେବାକୁ ପଡ଼ିବ।
ତେବେ ୧୮୦୦ରୁ ୨୫୦୦ ଟଙ୍କା



