ବାହାନଗାରେ ପୁଣି ଦୁର୍ଘଟଣା I

👇समाचार सुनने के लिए यहां क्लिक करें

ଆଜି (୧୩ ଫେବୃଆରୀ ୨୦୨୬) ବାହାନଗା ବଜାର ବ୍ରିଜ୍ ନିକଟରେ କୌଣସି ପର୍ଯ୍ୟଟକ ବସ୍ (Tourist Bus) ଦୁର୍ଘଟଣା.ବାହାନଗା ବଜାର ବ୍ରିଜ୍ ନିକଟରେ ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। (ଏଠାରେ ଆହତଙ୍କ ସଂଖ୍ୟା 14 ଓ kolkatta  ଆସୁଥିଲା )। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଜନସାଧାରଣ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें