ବାଲେଶ୍ୱର ରାଜନୀତିରେ ହଲଚଲ: ବିଜେପି ଛାଡ଼ିବେ କି ଜୀବନ ପ୍ରଦୀପ? I

👇समाचार सुनने के लिए यहां क्लिक करें

  • ବାଲେଶ୍ୱର ‘ସିଧା ସମ୍ବାଦ’।”ବାଲେଶ୍ୱର ରାଜନୀତିକୁ ନେଇ ଏବେ ଏକ ବଡ଼ ଚର୍ଚ୍ଚା ଜୋର ଧରିଛି। ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଖୁବଶୀଘ୍ର ବିଜେପି (BJP) ଛାଡ଼ିପାରନ୍ତି ବୋଲି ଶୁଣାଯାଉଛି। ରାଜ୍ୟସଭା ନିର୍ବାଚନ ଏବଂ ଆଗାମୀ ରାଜନୈତିକ ସମୀକରଣ ମଧ୍ୟରେ ଏହି ଖବର ବେଶ୍ ଗୁରୁତ୍ୱ ବହନ କରୁଛି।”ବାଲେଶ୍ୱର ରାଜନୀତିରେ ବଡ଼ ଓଲଟପାଲଟ! ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ବିଜେପି ଛାଡ଼ିବା ନେଇ ଚର୍ଚ୍ଚା ଜୋର। କେଉଁ ଦଳକୁ ଯିବେ ଜୀବନ?
  • ବଡ଼ ଖବର: ବିଜେପି ଛାଡ଼ିବେ ଜୀବନ ପ୍ରଦୀପ ଦାସ!

  • ବାଲେଶ୍ୱରରେ ପଦ୍ମ ଦଳକୁ ଝଟ୍‌କା: ଜୀବନ ପ୍ରଦୀପଙ୍କ ପରବର୍ତ୍ତୀ ଲକ୍ଷ୍ୟ କଣ?

  • ଖୁବଶୀଘ୍ର ବିଜେପିକୁ ‘ବାଏ ବାଏ’ କରିବେ ଜୀବନ ପ୍ରଦୀପ?

 

Sidha Sambad
Author: Sidha Sambad

Leave a Comment

और पढ़ें