ଆସନ୍ତା ୪ ତାରିଖରୁ ମହଙ୍ଗା ହେବ ଓମ୍‌ଫେଡ୍‌ ଖୀର: ଲିଟର ପ୍ରତି ବଢ଼ିଲା ୨ ରୁ ୪ ଟଙ୍କା, ଜାଣନ୍ତୁ ନୂଆ ଦର I

👇समाचार सुनने के लिए यहां क्लिक करें

ଭୁବନେଶ୍ୱର (ସିଧା ସମ୍ବାଦ): ଖାଉଟିଙ୍କୁ ପୁଣି ଏକ ବଡ଼ ଝଟ୍‌କା। ଆସନ୍ତା ୪ ତାରିଖରୁ ରାଜ୍ୟରେ ବୃଦ୍ଧି ପାଇବାକୁ ଯାଉଛି ଓମ୍‌ଫେଡ୍‌ (OMFED) ଖୀର ଦର। ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍‌ ପକ୍ଷରୁ ବିଭିନ୍ନ କିସମର ଦୁଗ୍ଧ ଉପରେ ଏହି ଦର ବୃଦ୍ଧି କରାଯାଇଛି।

କେଉଁ ଦୁଗ୍ଧର କେତେ ବଢ଼ିଲା ଦର?

ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଲିଟର ପିଛା ୫୪ ଟଙ୍କା ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୫୮ ଟଙ୍କା ହେବ।

    • ୫୦୦ ମିଲିଲିଟର (ଆଧା ଲିଟର) ପ୍ୟାକେଟ୍‌ ଦରରେ ୨ ଟଙ୍କା ବୃଦ୍ଧି ଘଟିଛି।

      ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପାଇଛି। ପୂର୍ବରୁ ଲିଟର ପିଛା ୫୮ ଟଙ୍କା ଥିବା ବେଳେ ଏବେ ତାହା ୬୦ ଟଙ୍କାରେ ପହଞ୍ଚିଛି।

      • ୫୦୦ ମିଲିଲିଟର ପ୍ୟାକେଟ୍‌ ପାଇଁ ୧ ଟଙ୍କା ଅଧିକ ଗଣିବାକୁ ପଡ଼ିବ।ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର ଦାମ୍‌ ୬୪ ଟଙ୍କା ଥିବା ବେଳେ ଏବେ ତାହା ୬୬ ଟଙ୍କା ହୋଇଛି।୫୦୦ ମିଲିଲିଟର ପ୍ୟାକେଟ୍‌ରେ ୧ ଟଙ୍କା ବୃଦ୍ଧି ହୋଇଛି।

ଆସନ୍ତା ୪ ତାରିଖରୁ ନୂଆ ଦର ଲାଗୁ ହେବାକୁ ଥିବା ବେଳେ ସାଧାରଣ ଖାଉଟିଙ୍କ ବଜେଟ୍‌ ଉପରେ ଏହା ସିଧାସଳଖ ପ୍ରଭାବ ପକାଇବ।

Sidha Sambad
Author: Sidha Sambad

Leave a Comment

और पढ़ें