ବେଆଇନ ବାଲି ବୋଝେଇ ଟ୍ରକ ଜବତ, ଚାଳକ ଅଟକ।

👇समाचार सुनने के लिए यहां क्लिक करें

ନିଳଗିରି,୬/୫(ସିଧାସମ୍ବାଦ);
ନିଳଗିରିରେ ଖଣିଜ ପଦାର୍ଥ ଚୋରାଚାଲାଣ ଚାଲିଥିବା ବେଳେ ମଙ୍ଗଳବାର ଦିନ ଏକ ଚୋର ବାଲି ବୋଝେଇ ଟ୍ରକ କୁ ନିଳଗିରି ପୋଲିସ ଓଲଡଙ୍ଗ ଛକ ନିକଟରେ ଜବତ କରିଛି। କୌଣସି ପରମିଟ ନଥିବା ବେଳେ ଚୋର ବାଲି ବୋଝେଇ ଟ୍ରକ ଓ ଆର୍ ଠ୧-ଟି ୭୭୮୩ ବିଶିଷ୍ଟ ଟ୍ରକକୁ ଜବତ କରିଥିବା ବେଳେ ମିତ୍ରପୂର ଚତିରିଖୁଣ୍ଟା ଗ୍ରାମର ରନୁ ସିଂ ନାମକ ଡ୍ରାଇଭର କୁ ଥାନାରେ ଅଟକ ରଖାଯାଇଛି। ଆଇ ଆଇ ସି ଗୋବର୍ଦ୍ଧନ ନାୟକ ଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଉଛି।

Sidha Sambad
Author: Sidha Sambad

Leave a Comment

और पढ़ें