ମା କାଳୀ କକାଁଲୁଣୀ ଓ ମା ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଓ ମଣ୍ଡେଇ ଅନୁଷ୍ଠିତ

👇समाचार सुनने के लिए यहां क्लिक करें

ମା କାଳୀ କକାଁଲୁଣୀ ଓ ମା ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଓ ମଣ୍ଡେଇ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା (ସିଧା ସମ୍ବାଦ) ଉମରକୋଟ ବ୍ଲକ ମୁର୍ତ୍ତୁମା ପଞ୍ଚାୟତ ଅନ୍ତର୍ଗତ ବଡ଼କଡ଼କା ଗାଁ ରେ ମା କାଳୀକକାଁଲୁଣୀ ଓ ମା ଠାକୁରାଣୀ ଙ୍କ ମନ୍ଦିର ୩ଦିନ ଧରି ଚାଲୁଥିବା ମା କାଳୀ କଁକାଲୁଣୀ ଓ ମା ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ମଣ୍ଡେଇ ଆଜି ଉଦଯାପିତ ହୋଇଯାଇଛି ପ୍ରଥମ ଦିନରେ ସମସ୍ତଗ୍ରାମ ର ମା ଭଉଣୀ ମାନେମିଶି ଏକ ବିରାଟ ଶୋଭାଯାତ୍ରାରେ ମୁଣ୍ଡ ରେ କଳସ ବହି ଗାଁ ରୁ ମନ୍ଦିର କୁ ନେଇ ଯାଇ ଥିଲେଏବଂ ଦ୍ୱିତୀୟ ଦିନରେ ଅଲେଖ ମହିମା ଧର୍ମ ବିଲବି ଶ୍ରୀ ଯୁକ୍ତ ଇନ୍ଦ୍ରମଣି ବାବା ଅଲେଖ ମହିମା ବ୍ରହ୍ମଯଜ୍ଞ କରିବା ସହିତ ଆଠଭଜନ ରେ ମହିମା ଧର୍ମ ର ସମସ୍ତ ଭକ୍ତ ଝୁମିଯାଇଥିଲେ ଓ ଶେଷ ଦିନରେ ମା କାଳୀ କକାଁ ଲୁଣୀ ଓ ମା ଠାକୁରାଣୀ ଙ୍କ ମଣ୍ଡେଇ ଅନୁଷ୍ଠିତ ହୋଇଯାଥିଲା ଏବଂ ରୀତିନୀତି ଅନୁସାରେ ମନ୍ଦିର ପୂଜାରୀ ପୂଜା କରିଥିଲେ ସେହିପରିମାଙ୍କ ପ୍ରତିକ ଭାବେ ଲାଟି ପାଲିଙ୍କି ଭିମାନଆଦି ସାମିଲ ହଇଥିଲେଏବଂ ମା ଙ୍କ ଶକ୍ତି ମଧ୍ୟ ଦେଖିବାକୁ ମିଳିଥିଲା ସେହିପରି ଯାତ୍ରା କମିଟି ତରଫରୁ ଲକମାନଙ୍କ ମନରଜନ ନିମନ୍ତେ ପ୍ରତକ ଦିନ ଆଦିବାସୀ ନାଟକ ସବୁର ଆୟୋଜନ କରାଯାଇଥିଲା ମନ୍ଦିର ରେ ହଜାର ହଜାର ଭକ୍ତ ଏବଂ ସାଧୁ ସନ୍ତ ଙ୍କ ଭିଡ଼ଦେଖିବାକୁ ମିଳିଥିଲା ଗ୍ରାମ ର ପୂଜାରୀ ସମେତ ଗାଉଁଟିଆ, ଚଲାଣ,ଗାଣ୍ଡା,ତଥା ଜନସାଧାରଣ ତିନିଦିନ ଧରି ଚାଲୁଥିବା ଏହି ମନ୍ଦିର ପ୍ରତିଷ୍ଠା ଓ ମଣ୍ଡେଇ ଯାତ୍ରା ରେ ଉପସ୍ଥିତ ରହି ଶାନ୍ତି ସୁଖଳା ର ସହିତ ଆଜି ଯାତ୍ରା କୁ ସମାପିତ କରିଥିଲେ ଶେଷ ଦିନରେ ମନ୍ଦିର ପ୍ରାଙ୍ଗଣ ରେ ଉଠା ଦୋକାନି ମାନଙ୍କ ପ୍ରବଳ ଭିଡ଼ ପ୍ରିଲକ୍ଷିତ ହୋଇଥିଲା ଆଖ ପାଖ ଅ ଞ୍ଚଳର ଜନସାଧାରଣ ମାଙ୍କ ଯାତ୍ରା ଦେଖିବା ସହ କିଣାବିକାର ମଧ୍ୟ ମଜା ଉଠାଇଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें