ଭୁବନେଶ୍ୱର : । ଲଗାତାର ସୁନା ଦର ହ୍ରାସ ପାଇବାରେ ଲାଗିଛି । ଜୁନ୍ ୨୮,
ଶନିବାର ପୁଣି କମିଛି ସୁନା ଦାମ୍ । ସୁନା ଦର ୧ ଲକ୍ଷ ଟଙ୍କା ହେବା ପରେ ଏଯାଏଁ ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି ।
୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୭,୪୨୦ ଟଙ୍କା ରହିଛି । ଗତକାଲି ୯୮,୦୨୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୩୦୦ ଟଙ୍କା ରହିଛି । ଗତକାଲି ୮୯,୮୫୦ ଟଙ୍କା ଥିଲା । ଏଥିରେ ୫୫୦ ଟଙ୍କା ହ୍ରାସ ହୋଇଛି ।




