ଭୁବନେଶ୍ଵର(ସିଧାସମ୍ବାଦ) ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଟିଇଟିକୁ ସେମାନେ ବାଦ ଦେଇପାରିବେ ନାହିଁ।-ସୁପ୍ରିମକୋର୍ଟI
ଏପରିକି ଚାକିରି ୫ ବର୍ଷ ଥିଲେ ବି ୨ ବର୍ଷ ଭିତରେ ଟିଇଟି ପାସ୍ କରିବାକୁ ହେବ ନହେଲେ ବାଧ୍ୟତାମୂଳକ ଅବସର ନେବାକୁ ବାଧ୍ୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶାରେ ଶିକ୍ଷକଙ୍କ ଯୋଗ୍ୟତା ନିର୍ଦ୍ଧାରଣ ପରୀକ୍ଷା ଭାବେ ଓଟିଇଟି ପରିଚିତ। ଏହି ପରୀକ୍ଷାରେ ଅନିୟମିତତାକୁ ନେଇ ଅନେକ ଚର୍ଚ୍ଚା ହେଉଛି।






