ଡେପୁଟେସନରେ ଗଲେ ଆଉ ଦୁଇ ଅଫିସର

👇समाचार सुनने के लिए यहां क्लिक करें

ଡେପୁଟେସନରେ ଗଲେ ଆଉ ଦୁଇ ଅଫିସର।୨ଜଣ IAS ଅଧିକାରୀଙ୍କୁ ଗୁରୁଦାୟିତ୍ୱ ଦେଇ କେନ୍ଦ୍ରୀୟ ଡେପୁଟେସନରେ ପଠାଇଛନ୍ତି ସରକାର । ବନ୍ଦର ସିପିଂ ଓ ଜଳପଥ ନିର୍ଦ୍ଦେଶକ ଭାବେ IAS ସମର୍ଥ ବର୍ମା ନିଯୁକ୍ତି ମିଳିଛି । ସେହିପରି IAS ସ୍ବାଧା ଦେବ ସିଂ ଜନଗଣନା ଅଭିଯାନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସୂଚନାଯୋଗ୍ୟ, ସମର୍ଥ ବର୍ମା ୨୦୧୧ ବ୍ୟାଚ୍‌ର ଓଡ଼ିଶା କ୍ୟାଡର IAS ଅଫିସର ଏବଂ ସ୍ବାଧା ଦେବ ସିଂ ୨୦୧୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର IAS ଅଫିସର ।

Sidha Sambad
Author: Sidha Sambad

Leave a Comment

और पढ़ें