ଆଜି ଜାତିର ପିତା ମହାତ୍ମା ଗାନ୍ଧି ଏବଂ ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ

👇समाचार सुनने के लिए यहां क्लिक करें

ଦେଶ ପାଳୁଛି ଗାନ୍ଧୀ, ଶାସ୍ତୀଙ୍କ ଜୟନ୍ତୀ।ଆଜି ମନେ ପଡନ୍ତି ମହାନ ଯୁଗପୁରୁଷ ମହାତ୍ମା ଏବଂ ଶାସ୍ତ୍ରୀ । ଯାହାଙ୍କ ମିଳିତ ଉଦ୍ୟମରେ ସ୍ଵାଧିନତାର ସ୍ଵାଦ ଚାଖିଛି ଭାରତ । ଆଜି ସେହି ପବିତ୍ର ମହାନ ଆତ୍ମା ଜାତିର ପିତା ମହାତ୍ମା ଗାନ୍ଧି ଏବଂ ରାଷ୍ଟ୍ରନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ । ଗାନ୍ଧୀଜୀ ଥିଲେ ସତ୍ୟ ଏବଂ ଅହିଂସାର ଜୀବନ୍ତ ମୂର୍ତ୍ତି । ଯାହାଙ୍କ ସତ୍ୟ ଓ ଅହିଂସା ଆଗରେ ପ୍ରତିପକ୍ଷର ଗର୍ବ ଓ ଦମ୍ଭ ଭାଙ୍ଗି ଚୁରମାର ହୋଇଯାଏ ।

Sidha Sambad
Author: Sidha Sambad

Leave a Comment

और पढ़ें