ଯାଜପୁର୨/୧୧
(ସିଧା ସମ୍ବାଦ): ଯାଜପୁର ଜିଲ୍ଲା, ବିଂଝାଇପୁର ବ୍ଲକ ଅଧିନସ୍ଥ ରାମଚନ୍ଦ୍ରପୁରସ୍ଥିତ ମହାଲଷ୍ମୀ ଅଭୟନୃସିଙ୍ଗ ମନ୍ଦିର ପରିସରରେ ମହାଲଷ୍ମୀ ଅଭୟ ନୃସିଙ୍ଗ ପରିଷଦ ଏବଂ ଓଡିଶା ରାଜ୍ୟ ରକ୍ତଦାତା ସଂଘ ର ମିଳିତ ଆୟୋଜନରେ ଏକା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି, ଏହି ଶିବିରରେ 40 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଅନୁଷ୍ଠାନର ସଭାପତି ପ୍ରସନ କୁମାର ଜେନା ଓ ସମ୍ପାଦକ ଶୋଭନ କୁମାର ସାମଲ ଓ ଅନ୍ୟାନ୍ୟ ସଦସ୍ୟମାନେ ଓ ଗ୍ରାମବାସୀ, ପ୍ରଶାସନ ଓ ବିଂଝାରପୁର ସ୍ୱାସ୍ଥ୍ୟ ବିଭାଗ ଆଦି ସମସ୍ତେ ସକ୍ରିୟଭାବେ ସହଯୋଗ କରିଥିଲେ l



