ରାଜ୍ୟରେ ନିଗମ ନିଯୁକ୍ତି ରାଜନୀତି ପୁଣିଥରେ ଫେରିଛି।

👇समाचार सुनने के लिए यहां क्लिक करें

ରାଜ୍ୟରେ ନିଗମ ନିଯୁକ୍ତି ରାଜନୀତି ପୁଣିଥରେ ଫେରିଛି। ଖାଲି ପଡ଼ିଥିବା ନିଗମର ସଭାପତି ବା ଅଧ୍ୟକ୍ଷ ଭାବେ ରାଜନୀତିକ ନିଯୁକ୍ତି କରାଯାଇଥାଏ। ନୂଆ ସରକାର ଆସିବା ପରେ ପ୍ରଭାବଶାଳୀ ନେତାଙ୍କୁ ଥଇଥାନ କରିବା ପାଇଁ ଏପରି ଉଦ୍ୟମ ଅନେକଥର ବିଫଳ ହୋଇଛି। ତେବେ ରାଜ୍ୟ ସଭାପତି ଏଥିଲାଗି ନୂଆବର୍ଷକୁ ଇଙ୍ଗିତ ଦେଇଥିବା ନେଇ ଚର୍ଚ୍ଚା ହେଉଛି।“ରାଜ୍ୟରେ ନିଗମ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପୁଣିଥରେ ରାଜନୀତି ତୀବ୍ର ହୋଇଛି। ବିଭିନ୍ନ ଦଳ ମଧ୍ୟରେ ଆରୋପ–ପ୍ରତ୍ୟାରୋପ ଆରମ୍ଭ ହେବା ସହ ଏହା ଏବେ ଏକ ମୁଖ୍ୟ ରାଜନୈତିକ ମୁଦ୍ଦା ହୋଇଉଠିଛି।”

CREATOR: gd-jpeg v1.0 (using IJG JPEG v62), quality = 100

Sidha Sambad
Author: Sidha Sambad

Leave a Comment

और पढ़ें