ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି।
ରେମୁଣା ବ୍ଳକରୁ ବଡପାଳ ପଞ୍ଚାୟତ ରୁଟ ରେ ଲକ୍ଷ୍ମୀ ବସଟି ଯାଉଥିବା ସମୟରେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା ।
ମୃତ ଯୁବକ ହେଲେ ବାଲେଶ୍ଵର ରେମୁଣା ଶ୍ରୀକୃଷ୍ଣପୁର ଅଞ୍ଚଳର ମନୋରଞ୍ଜନ ଦାସଙ୍କ ୨୩ବର୍ଷିୟ ପୁଅ ଓମ ପ୍ରକାଶ ଦାସ ବୋଲି ସୂଚନା ମିଳିଛି।







