-
ଶୁଭାରମ୍ଭ: ଆଜି ପବିତ୍ର ସରସ୍ୱତୀ ପୂଜା ବା ଶ୍ରୀପଞ୍ଚମୀ ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତିର ଶୁଭାରମ୍ଭ ହୋଇଛି।
-
ନୀତିକାନ୍ତି: ପରମ୍ପରା ଅନୁଯାୟୀ, ଆଜି ପୁରୀ ରଥଖଳାରେ ରଥ କାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ।
-
ପୂଜା ବିଧି: ରଥ ନିର୍ମାଣ ପାଇଁ ଆସିଥିବା କାଠ ଗୁଡ଼ିକ ମଧ୍ୟରୁ ୩ ଖଣ୍ଡ ଧଉରା କାଠକୁ ଆଜି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯିବ।
-
ଅନୁକୂଳ: ଶ୍ରୀମନ୍ଦିର ପୁରୋହିତ ଓ ରାଜଗୁରୁଙ୍କ ଦ୍ୱାରା ଏହି ପୂଜା କାର୍ଯ୍ୟ ସମ୍ପନ୍ନ ହେବା ପରେ ରଥ ନିର୍ମାଣ ପାଇଁ ବାଟ ଫିଟିବ।



