ଆସ୍ଥା ଆଧ୍ୟାତ୍ମିକ ଚିନ୍ତନ ଲୋକକଳା ପରିଷଦ ଆୟୋଜିତ।

👇समाचार सुनने के लिए यहां क्लिक करें

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବକ୍ ଅନ୍ତର୍ଗତ କଣ୍ଟାବାଡ ଗ୍ରାମ ସ୍ଥିତ ଆଧ୍ୟାତ୍ମିକ ଚିନ୍ତନ ଓ ଲୋକକଳା ପରିଷଦର ପ୍ରତିଷ୍ଠାତା ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା କଳାକାର ପାଲା ସଙ୍କୀର୍ତ୍ତନ ରାମ ନାଟକ ଆୟୋଜିତ କରାଯାଇଥିଲା ମୁଖ୍ୟ ଅତିଥି ବେଣୁଧର ପ୍ରଧାନ ସମାଜସେବା ଏମବିଏ ମନୋହର ଅଲୀ ସମ୍ମାନିତ ଅତିଥି ପରିବେଶ ସନ୍ତୁଳନ ରାକ୍ଷା କରିବା ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ଏହାର ଆୟୋଜିତ ସୁଶାନ୍ତ କୁମାର ମହାପାତ୍ର ବୃକ୍ଷ ରୋପଣ ଓ ପରିବେଶ ପାଇଁ ବର୍ ଏବଂ ଓସ୍ତ ଗଛର ଭୂମିକା ଆଲୋଚନା କରାଯାଇଥିଲାଲା

Sidha Sambad
Author: Sidha Sambad

Leave a Comment

और पढ़ें