ବୋଲଗଡ଼ ପ୍ରାଥମିକ କୃଷି ସମବାୟ ସମିତିର ସ୍ୱତନ୍ତ୍ର ସାଧାରଣ ସଭା ଅନୁଷ୍ଠିତ।

👇समाचार सुनने के लिए यहां क्लिक करें

ବୋଲଗଡ (ନି. ପ୍ର )ବୋଲଗଡ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ସ୍ୱତନ୍ତ୍ର ସାଧାରଣ ସଭା ସୋମବାର ସମବାୟ ସମିତି ପରିସରରେ ଅନୁଷ୍ଠିତ ହୋଇଛି ସମ୍ପାଦକ ହୁଲ୍ଲାସ ଚୌଧୁରୀଙ୍କ ଆବାହକତ୍ୱରେ ସଭାପତି ସୌରାଂଶୁ ପରିଡା ପୌରୋହିତ୍ୟ କରିଥିଲେ ମୁଖ୍ୟ ଅତିଥି ରୂପେ ଖୋର୍ଦ୍ଧା ସମବାୟ ବ୍ୟାଙ୍କ ପ୍ରଶାସନିକ ଅଧିକାରୀ ବିରଞ୍ଚି ନାରାୟଣ ମହାପାତ୍ର ଯୋଗଦେଇଥିଲେ. ସମ୍ମାନିତ ଅତିଥି ରୂପେ ଉପସଭାପତି ବିମଳା ମହାରଣା ଲଲାଟେନ୍ଦୁ କେଶରୀ ସିଂ ବୀରକିଶୋର ଦାସ ପ୍ରହ୍ଲାଦ ମହାପାତ୍ର କୃପାସିନ୍ଧୁ ବାରିକ ସ୍ଵପ୍ନେଶ୍ଵର ଚମ୍ପତ୍ତି ପ୍ରସନ୍ନ କୁମାର ସାହୁ ଉତ୍ସବ ଘଡେଇ କୃଷ୍ଣ ଚନ୍ଦ୍ର ସୁବୁଦ୍ଧି ଓ ରାମ ଚନ୍ଦ୍ର ପାଳ ପ୍ରମୁଖ ଯୋଗଦେଇଥିଲେ ବୋଲଗଡ ସମବାୟ ସମିତି ର ଚାଷୀ ମାନଙ୍କର କ୍ରୟ ବିକ୍ରୟ ଲାଭଂଶ ଚାଷୀ ମାନଙ୍କ ମଧ୍ୟରେ ସୁବଣ୍ଟନ ଓ ଅଧିକ ଲାଭ କରିବା ପାଇଁ ପାଇଁ ପ୍ରଶାସନିକ ଅଧିକାରୀ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ. ପ୍ରାୟ ୫୦ରୁ ଉର୍ଦ୍ୱ ଚାଷୀ ଏହି ସଭାରେ ଯୋଗଦେଇଥିଲେ.ପରିଶେଷରେ ଉପସଭାପତି ବିମଳା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ

Sidha Sambad
Author: Sidha Sambad

Leave a Comment

और पढ़ें