ଇଟାମାଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମି ପାଳିତ
ତା-୪/୯(ସିଧା ସମ୍ବାଦ)ସୁଚନା _ଅନୁସାରେ ନୟାଗଡ଼ ଜିଲ୍ଲା ଇଟାମାଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରତି ବର୍ଷ ପରି ଏହି ବର୍ଷ ବଡ଼ ଧୁମ୍ ଧାମରେ ଜନ୍ମାଷ୍ଟମୀ ପାଳନ ହୋଇଥିବା ଦେଖିବାକୁ ମିଳିଛି। ପ୍ରଧାନ ଆଚାର୍ଯ୍ୟ ବିରଞ୍ଚି କୁମାର ସାହୁ ଙ୍କ ତତ୍ବାବଧାନରେ ପ୍ରଥମେ ହୋମ ଯଜ୍ଞ କୁନି କୁନି ଭାଇ ଭଉଣୀ ମାନେ ରାଧା କୃଷ୍ଣ ନନ୍ଦ ଯଶୋଦା, ଦେବକି ବସୁଦେବ, ବେଶରେ ନଗର ପରିକ୍ରମା କରି ଦହି ହାଣ୍ଡି ଭାଙ୍ଗି ଥିଲେ। ଏବଂ ବିଶେଷ ଆକର୍ଷଣ ଉଗ୍ରେସନ ଦେଖିବାକୁ ମିଳିଥିଲା। ଗୁରୁଜୀ,ଗୁରୁମା ମାନେ ଆଧ୍ୟାତ୍ମିକତାର ସହିତ ଜନ୍ମାଷ୍ଟମୀ ଉପଲକ୍ଷେ ମତପ୍ରକାଶ କରିଥିଲେ ।ଇଟାମାଟିରୁ ବିଷ୍ଣୁ ପ୍ରସାଦ ମହାନ୍ତି ଙ୍କ ରିପୋର୍ଟ ସିଧା ସମ୍ବାଦ।
ଇଟାମାଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଜନ୍ମାଷ୍ଟମି ପାଳିତ।
👇समाचार सुनने के लिए यहां क्लिक करें
और पढ़ें
- विज्ञापन