ନୀଳଗିରି ରାଜନୀତିରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର ପରିବର୍ତ୍ତନ। ଗୋଟିଏ ପଟେ ସ୍ଥାନୀୟ ବିଧାୟକଙ୍କୁ ବିରୋଧ କରାଯାଉଥିବା ବେଳେ, ଅନ୍ୟପଟେ ନେତା ସୁକାନ୍ତ ନାୟକଙ୍କ ଶିବିର ଆଡକୁ ମୁହାଁଉଛନ୍ତି କର୍ମୀ ଓ ସାଧାରଣ ଜନତା।
ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ ପାର୍କରେ ସ୍ଥାପିତ କୌଣସି ପ୍ରତିମୂର୍ତ୍ତିର ଅସମ୍ମାନ ସହିବେନି ସରକାର: ମନ୍ତ୍ରୀ ଡଃ ମହାପାତ୍ର
ବିଭାଗୀୟ କାର୍ଯ୍ୟ ସମ୍ପାଦନା ନାମରେ ନିର୍ଦ୍ଧିଷ୍ଟ ଗୋଷ୍ଠୀ ପୃଷ୍ଠପୋଷାକତା କରି ଅର୍ଥ ହରି ଲୁଟ ପ୍ରସଙ୍ଗ ——- ଆଇଟି ଡି ଏ ପିଏ ଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲା ବିଜେଡ଼ି।
“ସୁନା ଦରରେ ଲାଗିଲା ନିଆଁ! ୧୦ ଗ୍ରାମକୁ ୧ ଲକ୍ଷ ୭୮ ହଜାର ପାର୍” “ରେକର୍ଡ ଭାଙ୍ଗିଲା ସୁନା ଦର: ଗୋଟିଏ ଦିନରେ ବଢ଼ିଲା ୧୧ ହଜାର ଟଙ୍କା” “ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଡ଼କ: ଆକାଶଛୁଆଁ ହେଲା ସୁନା ଦର”
ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା ଆୟୋଜିତ ଭାଗ ନେଲେ ରାଜ୍ୟର ୨୩୦ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ
ରାଜ୍ୟ ଖାଦ୍ୟଯୋଗାଣ ନିଗମ ପରିଦର୍ଶନ କଲେ ମନ୍ତ୍ରୀ ଧାନକିଣା ନେଇ କୌଣସି ଅଭିଯୋଗ ଆସିଲେ ଏହାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ
ବୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ହାଇୱା ପଛରେ ପିଟି ହୋଇ ବାଇକ୍ ଚାଳକ ମୃତ। ବାଲି ବୋଝେଇ ହାଇୱା ନେଲା ଜୀବନ: ଗହଙ୍ଗୁ ପାଟଣାର ଯୁବକ କହ୍ନେଇ ନାୟକଙ୍କ ଦେହାନ୍ତ।