ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ବିକାଶ କାର୍ଯ୍ୟର ସମୀକ୍ଷା କଲେ ଉନ୍ନୟନ କମିଶନର ଶ୍ରୀ ଦେଓରଂଜନ କୁମାର ସିଂ।
୨୪ ଘଣ୍ଟାରେ ଦୁଇ ଦୁଇଟି ଅଘଟଣ; ପୁଣି ଜଳିଗଲା ‘ଆମ ବସ୍’। କଳିଙ୍ଗ ଷ୍ଟୁଡିଓ ପରେ ଏବେ ପଟିଆ ଡିପୋରେ ଲାଗିଲା ନିଆଁ। ଚାର୍ଜିଂ ବେଳେ ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରିକ୍ ବସ୍; ରକ୍ଷଣାବେକ୍ଷଣ ଉପରେ ଉଠିଲା ପ୍ରଶ୍ନ।