ଚିକିତ୍ସା ରେ ଅବହେଳା, ହଷ୍ଟେଲ ଛାତ୍ର ର ମୃତ୍ୟୁ, ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ତାଲା ମାରିଦେଲେ ଗ୍ରାମ ବାସି
ଅନଲାଇନରେ ଉପଲବ୍ଧ ହେବ ଓକିଲ ଏବଂ ନୋଟାରୀଙ୍କ ସମ୍ପୂର୍ଣ୍ଣ ଡାଟାବେସ୍। ଫର୍ଜରୀ ଏଗ୍ରିମେଣ୍ଟ ଜଗିବେ, ନିଯୁକ୍ତି ହେବେ ଶହଶହ ନୂଆ ନୋଟାରୀ।
ବାଲିଯାତ୍ରାର ନୂତନ ନାଁ ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’।ଚଳିତ ବର୍ଷ ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ବାଲିଯାତ୍ରା ଅନୁଷ୍ଠିତ ହେବ।