ଚିକିତ୍ସା ରେ ଅବହେଳା, ହଷ୍ଟେଲ ଛାତ୍ର ର ମୃତ୍ୟୁ, ପ୍ରଧାନ ଶିକ୍ଷକ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ତାଲା ମାରିଦେଲେ ଗ୍ରାମ ବାସି

👇समाचार सुनने के लिए यहां क्लिक करें

ରାଇଘର(୨୮/୦୯)(ସିଧାସମ୍ବାଦ):ଅଧାରେ ରହିଗଲା ପୁଅକୁ ପାଠ ପଢେଇ ବଡ଼ କରିବାର ସ୍ବପ୍ନ । ପୁଅ ପାଠ ପଢି ବଡ଼ମଣିଷ ହେଇ ଗାଁ ମାଟିକୁ ଆସିବା ବଦଳରେ ଏବେ ଘରକୁ ଫେରିଛି ପୁଅର ମରଶରୀର। ଆଜି ପୁଅ ବି ଚାଲିଗଲା। ପୁଅକୁ ହରାଇ ମା ବାପା ଭାଙ୍ଗିପଡ଼ିଛି ଓ ପରିବାର ଲୋକେ ।

ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ଙ୍କ ଅବହେଳା ଯୋଗୁଁ ଜଣେ ହଷ୍ଟେଲ ରେ ରହି ସପ୍ତମ ଶ୍ରେଣୀ ରେ ପଢୁଥିବା ଛାତ୍ର ର ଅକାଳ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଘଟଣା ଘଟିଛି ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡ଼ିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ରେ l
ମୃତ ଛାତ୍ର ଜଣକ ହେଉଛନ୍ତି ମଙ୍ଗଳ ସିଂ ଗଣ୍ଡ l ଗତକାଲି ରାତ୍ରି ୧୧.୩୦ ସମୟରେ ମଙ୍ଗଳ ସିଂ ହଟାତ ଅସୁସ୍ଥ ହୋଇ ପଡିବା ପରେ ପ୍ରଧାନ ଶିକ୍ଷକ କ୍ଵାକ ଡକ୍ଟର ପାଖେ ନେଇଥିଲେ ପରେ ଦେହ ଅଧିକ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ହାଟଭରଣ୍ଡି ଡାକ୍ତରଖାନାକୁ ନେଇ ଯାଇଥିଲେ ପରେ ଡାକ୍ତର ଛାତ୍ରଙ୍କୁ ଉମରକୋଟ ଉପଖଣ୍ଡ କୁ ରେଫେର କରିଥିଲେ ସେଠାରେ ଡକ୍ଟର ଛାତ୍ର ଙ୍କୁ ମୃତ ଘୋଷୋଣl କରିଥିଲେ l
ମୃତ ଛାତ୍ର ର ଘର ରାଇଘର ବ୍ଲକ କଚରାପାରା ପଞ୍ଚାୟତ ର ଉଦଣ୍ଡି ଗ୍ରାମରେ ବୋଲି ଜଣା ପଡିଛି

Sidha Sambad
Author: Sidha Sambad

Leave a Comment

और पढ़ें