ଗାନ୍ଧୀ ଜୟନ୍ତୀରେ ଅସହାୟ ପିଲାଙ୍କ ପାଇଁ ସହାୟତାର ହାତ ୩୬ ଜଣ ଶିଶୁଙ୍କୁ ଉପହାର ବାକ୍ସ ପ୍ରଦାନ; ବାଲ୍ୟବିବାହ ଓ ଶିଶୁଶ୍ରମ ରୋକିବାକୁ ଶପଥ
ଗାନ୍ଧୀ-ଶାସ୍ତ୍ରୀଙ୍କ ଜୀବନାଦର୍ଶରୁ ଶିକ୍ଷାର୍ଥୀ ନିଅନ୍ତୁ ପ୍ରେରଣା ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ସ୍ୱଚ୍ଛତା ଉପରେ ଗୁରୁତ୍ୱ
ରବୀନ୍ଦ୍ର ମଣ୍ଡପରେ ‘ଲୋକ ରଞ୍ଜନୀ- ଆମ କଳା ଆମ ଅସ୍ମିତା’ କାର୍ଯ୍ୟକ୍ରମ ଆୟୋଜିତ ୩୦ଟି ଲୁପ୍ତପ୍ରାୟ ଲୋକକଳା ପ୍ରଦର୍ଶିତ ଲୋକକଳା ଆମ ଗର୍ବ ଓ ଗୌରବ, ଏହାର ସଂରକ୍ଷଣରେ କଳାକାରଙ୍କ ଭୂମିକା ପ୍ରଶଂସନୀୟ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ