କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ରଙ୍ଗବତୀ କେବଳ ଏକ ଉତ୍ସବ ନୁହେଁ, ଏହା ଓଡ଼ିଆ ମାଟିର ସ୍ପନ୍ଦନ ଓଡ଼ିଶାର ଲୋକସଂସ୍କୃତିର ଏକ ଅମୂଲ୍ୟ ଅଂଶ ହେଉଛି “ରଙ୍ଗବତୀ” – ମୁଖ୍ୟମନ୍ତ୍ରୀ
ପେହଲଗାମ ଆତଙ୍କୀ ହାମଲାରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥିଙ୍କ ପରିବାରକଙ୍କୁ ମୁଖ୍ୟମନ୍ତ୍ରୀ ଘୋଷାଣା କରିଥିବା ୨୦ଲକ୍ଷର ଅର୍ଥରାଶୀ ପ୍ରଦାନ କଲେ ବାଲେଶ୍ବର ଜିଲ୍ଲାପାଳ। ବାଲେଶ୍ବର ସାଂସଦଙ୍କ ସହିତ ସଦର ବିଧାୟକ ମାନସ ଦତ୍ତ ଓ ରେମୁଣା ବିଧାୟକ ଗୋବିନ୍ଦ ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ସହାୟତ ଘୋଷଣାର ୧୦ଦିନ ଭିରତରେ ପରିବାରଙ୍କୁ ସହାୟତା ଯୋଗାଇଦେଲେ ଓଡିଶା ସରକାର l
ସାହିତ୍ୟାନୁଷ୍ଠାନ ଶ୍ୱେତପଦ୍ମା ସାହିତ୍ୟ, ସେବା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଶ୍ରୀଜଗନ୍ନାଥ ସଂଗୀତାୟନ କକ୍ଷରେ ବିଶ୍ଵ ହସଦିବସ